କରୋନା ସଂକ୍ରମଣରୁ ବଞ୍ଚିବାକୁ ସତର୍କତା

ନୂଆଦିଲ୍ଲୀ: କରୋନା ଭାଇରସ୍‌ଜନିତ ମହାମାରୀ ବ୍ୟାପିବାରେ ଲାଗିଛି। ତେଣୁ ସରକାର ବାରମ୍ବାର ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ଏଥିସହିତ ବାରମ୍ବାର ହାତ ଧୋଇବା ସହିତ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଉଛି। ଆବଶ୍ୟକ ନଥିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଉଛି। ଏପରି ପରିସ୍ଥିତିରେ କିଛି ସ୍ଥାନ ଅଛି ଯେଉଁ ସ୍ଥାନକୁ ଗଲେ ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ସ୍ଥାନକୁ ଯିବାରୁ ନିଜକୁ ଓ ନିଜ … Continue reading କରୋନା ସଂକ୍ରମଣରୁ ବଞ୍ଚିବାକୁ ସତର୍କତା